ଟିକା ମିଳିବା ଆଗରୁ ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁ ସଂଖ୍ୟା ୨ ନିୟୁତ ହୋଇପାରେ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା/ଜୁରିଚ୍: ଫଳପ୍ରଦ ଟିକାର ବ୍ୟାପକ ବ୍ୟବହାର ହେବା ପୂର୍ବରୁ ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇଗୁଣ ହୋଇ ୨ ନିୟୁତ ହୋଇପାରେ ବୋଲି ଶୁକ୍ରବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜଣେ ଅଧିକାରୀ କହିଛନ୍ତି। ଟିକା ବ୍ୟତୀତ, ଏହି ମହାମାରୀକୁ ଦମନ କରିବାକୁ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ମୃତ୍ୟୁସଂଖ୍ୟା ତା’ ଠାରୁ ଅଧିକ ମଧ୍ୟ ହେବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ଶୁକ୍ରବାର ଦିନ ଜାତିସଂଘ … Continue reading ଟିକା ମିଳିବା ଆଗରୁ ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁ ସଂଖ୍ୟା ୨ ନିୟୁତ ହୋଇପାରେ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ